Jump to content

ବିଷେଇ

ଉଇକିଅଭିଧାନ‌ରୁ

ବିଷେଇ

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବି—(ସଂସ୍କୃତ - ବିଷୟୀ)

[ସମ୍ପାଦନା]
୧. ବିଶୋଇ— (ଦେଖ) - — ୧. Biṡoi (See)
୨. ହିସାବପତ୍ର ଲେଖିବା ରାଜ କର୍ମଚାରୀ —୨. An accountant.
୩. ଖଣ୍ଡାଏତ ଓ ଶୁଦ୍ରଙ୍କର ବଂଶ ଉପାଧି ବିଶେଷ —୩. Name of a family-title of Khandaets and Sudras

ଗ୍ରାମ୍ୟ - ବିଶେଷଣ -

[ସମ୍ପାଦନା]

ସଂସାର ବିଷୟାସକ୍ତ —Addicted to worldy concerns.