ବିଷେଇବା
ଦେଖଣା
ବିଷେଇବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - କ୍ରି—(ସଂସ୍କୃତ - ବିଷଶଦ୍ଦରୁ ଓଡ଼ିଆ ନାମଧାତୁ)
[ସମ୍ପାଦନା]- ୧. ବିଷଯୁକ୍ତ କରିବା; ବିଷମୟ କରିବା — ୧. To poison; to make poisonous.
(ଉ— ବିଷାଇ ମଧୁପତନୁ, ବନେ ଚମକିତ ତନୁ ଭଞ୍ଜ ବୈଦେହିଶବିଳାସ
- ୨. ବିଷ ବୋଳିବା —୨. To besmear with poison.
(ଉ—ଲୋଚନ ଅମୋହ ଶର କଜ୍ଜ୍ୱଳ ବିଷାଇ ଶିଶୁଙ୍କର. ଉଷା ଅଭିଳାଷ)
- ୩. ବିଷମୟ ହେବା —୩. To become poisonous.
ବିଷେଇବା
ଉଚ୍ଚାରଣ
[ସମ୍ପାଦନା]ଦେଶଜ - କ୍ରିୟାପଦ -
[ସମ୍ପାଦନା]ଆଲିଙ୍ଗନ କରିବା —To embrace
[ଉ—ବିଷୋଉଁ ପଥେ କୋଳ ରଚନେ ବହୁ ସଖୀ ନାମ ସ୍ନେହ ଚୁମ୍ୱନେ—ଭଞ୍ଜ. ବୈଦେହୀଶ ବିଳାସ