ବିଷ୍କମ୍ଭ
ଦେଖଣା
ବିଷ୍କମ୍ଭ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ବି+ସ୍କନ୍ ଭ ଧାତୁ=ସ୍ତବତ୍ କରିବା+କରଣ. ଅ)
[ସମ୍ପାଦନା]- ୧. (ଜ୍ୟୋତିଷ) ଜ୍ୟୋତିଃଶାସ୍ତ୍ରୋକ୍ତ ୨୭: ଯୋଗ ମଧ୍ୟରୁ ଏକତମ ବା ପ୍ରଥମ ଯୋଗ —୧. One of the ୨୭ astrological periods.
[ଦ୍ରଷ୍ଟବ୍ୟ —ଯେଉଁ ଦିନ ବିଷ୍କମ୍ଭ ଯୋଗ ପଡ଼େ ସେ ଦିନ ଦିବାରମ୍ଭର ୫ ଦଣ୍ଡ ବର୍ଜନ କରି ଶୁଭ କାର୍ଯ୍ୟ କରିବା]
- ୩. ବ୍ୟାଘାତ; ବାଧା —୨. Obstructiou; hindrance.
- ୩. ନାଟ— କର ଅଙ୍ଗବିଶେଷ; ବିଷ୍କମ୍ଭକ (ଦେଖ) - —୩. Biska-mbhaka (See)
- ୪. ଗୋଲକର ମଧ୍ୟରେଖା; ବୃତ୍ତର ବ୍ୟାସ —୪. The diamatere of a circle
- ୫. ଅର୍ଗଳ; ବିଳିଣୀ; ଖିଲ; ହୁଡ଼ୁକା —୫. Bolt; bar of a door
- ୬. ବୃକ୍ଷ —୬. Tree.
- ୭. ସ୍ତମ୍ଭ; ଖୁଣ୍ଟ —୭. Pillar; post.
- ୮. ମନକୁ ସ୍ଥିର କରିବା ପାଇଁ ଯୋଗୀମାନଙ୍କର ଆସନବନ୍ଧ ବିଶେଷ —୮. A posture during J̄oga exercise.
- ୯. ବିସ୍ତାର —୯. Extension (Apte)
- ୧. ଦୈର୍ଘ୍ୟ —୧୦. Length.