ବିଷ୍କିର
ଦେଖଣା
ବିଷ୍କିର
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ବି+କୃ ଧାତୁ=ବିକ୍ଷେପ କରିବା; ଖେଳାଇବା+କର୍ତ୍ତୃ. ଅ)
[ସମ୍ପାଦନା]- ୧. ପକ୍ଷୀ —୧. A bird.
[ଉ—ବିଷ୍କିର କହ ମଧୁର, ବାର୍ତ୍ତା ବଧୂର ମୋ—ଭଞ୍ଜ. ବୈଦେହିଶବିଳାଶ— ବିଳାସ]
- ୨. (ଯେ ନଖରେ ଭୂମି ଆଦି ଖେଳାଏ) କୁକୁଡ଼ା —୨. Cock (Apte).
- ୩. କୁକୁଡ଼ାଜାତୀୟ ପକ୍ଷୀ —୩. Gallinaceous bird (Apte)
- ୪. (+ଭାବ. ଅ) ଖେଳାଇବା—୪. Scattering about.
(Apte).
- ୫. ଚିରି ପକାଇବା —Tearing up (pte)
[ଦ୍ରଷ୍ଟବ୍ୟ —ଯେଉଁ ସବୁ ପକ୍ଷୀ ନଖଦ୍ୱାରା ଭୋଜ୍ୟ ବସ୍ତୁକୁ ଖେଳାଇ ବା ଛଡ଼ାଇ ଛଡ଼ାଇ ଖାଅନ୍ତି ତାଙ୍କୁ ବିଷ୍କିର ବୋଲୋଯାଏ; ଯଥା—କୁକୁଡା, ପାରା ବେଦ୍ୟକ ମତରେ ଏମାନଙ୍କର ମାଂସ କଷାୟ ମଧୁର ରସ, ଶୀତଳ, କଟୁବିପାକ, ଲଘୁ, ଶୁକ୍ରବର୍ଦ୍ଧକ, ରୁଚିକର ଓ କ୍ରିଦୋଷ ନାଶକ—ଦ୍ରବ୍ୟଗୁଣ ଶିକ୍ଷା]