Jump to content

ବିଷ୍ଟ

ଉଇକିଅଭିଧାନ‌ରୁ

ବିଷ୍ଟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ବିଶ୍ ଧାତୁ=ପ୍ରବେଶ କରିବା+କର୍ତ୍ତୃ. ତ)

[ସମ୍ପାଦନା]
୧. ପ୍ରବିଷ୍ଟ —୧. Entered.
୨. ଆବିଷ୍ଟ —୨. Engrossed; possessed (as by a ghost).
୩. ଆଶ୍ରିତ —୩. Sheltered;protected.

ଗ୍ରାମ୍ୟ - ବିଶେଷ୍ୟ -

[ସମ୍ପାଦନା]

ବିଷ୍ଠା —Dung; oydure.