Jump to content

ବିଷ୍ଟବଦ୍ଧ

ଉଇକିଅଭିଧାନ‌ରୁ

ବିଷ୍ଟବଦ୍ଧ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଣ(ବି+ସ୍ତନ୍ ଭ୍ ଧାତୁ=ସ୍ତବତ୍ କରିବା+କର୍ମ. ତ)

[ସମ୍ପାଦନା]
୧. ପ୍ରତିବଦ୍ଧ; ବାଧା ଦିଆଯାଇଥିବା — ୧. Obstructed; hindered.
୨. ଅବରୁଦ୍ଧ —୨. Restrained.
୩. ରୁଦ୍ଧ —୩. Confined.
୪. (ମଳ ଆଦି) ପେଟ ମଧ୍ୟରେ ରୁଦ୍ଧ —୪. Constipated.
୫. ଦୃଢ଼ରୂପେ ବସାଯାଇଥିବା —୫. Fixed firmly (Apte).
୬. ଜଡ଼ୀକୃତ —୬. Paralysed (Apte); made motionless.
୭. ଉତ୍ତୋଳିତ;ଧୃତ —୭. Propped; supported (Apte).