ବିଷ୍ଟମ୍ଭ
ଦେଖଣା
ବିଷ୍ଟମ୍ଭ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ବି+ସ୍ତନ୍ ଭ ଧାତୁ—ସ୍ତବଧ କରିବା+ଭାବ. ଅ)
[ସମ୍ପାଦନା]- ୧. ବାଧା; ପ୍ରତିବନ୍ଧକ —Obstacle.
- ୨. ଅଟକ;ରୋଧ —୨. Restaint.
- ୩. ଅନାହ ରୋଗ; ମୂତ୍ର—କୁଚ୍ଛ୍ର —୩. Obstruction of urine; strangury.
- ୪. ଦୃଢ଼ତା —୪. Firmness.
- ୫. ସ୍ଥିରୀଭାବେ —୫. Fixedness.
- ୬. ମଳରୋଧ —୬. Constipation.
- ୭. ପରର ସମ୍ପତ୍ତିକୁ ଆକ୍ରମଣ ବା ଅଟକ କରିବା —୭. Attacking or occupying another's property.
- ୮. ସମ୍ପତ୍ତି କୋରଖ —୮. Attachment of property.
- ୯. ବନ୍ଦ କରିବା —୯. Stopping (Apte).
- ୧. ପହଣ୍ଡ ପକାଇବା —୧୦. Stepping; placing the fest (Apte).