Jump to content

ବିଷ୍ଟମ୍ଭୀ

ଉଇକିଅଭିଧାନ‌ରୁ

ବିଷ୍ଟମ୍ଭୀ

ଉଚ୍ଚାରଣ

[ସମ୍ପାଦନା]
(ବିଷ୍ଟମ୍ଭିନୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ(ବିଷ୍ଚମ୍ଭିନ୍; ବିଷ୍ଟମ୍ଭ+ଅଛିଅର୍ଥେ. ଇନ୍)

[ସମ୍ପାଦନା]
୧. ଅବରୋଧ କାରୀ —୧. Obstructing.
୨. ମଳରୋଧଜନକ —୨. Causing or inducing constipation.
୩. ଗତିରୋଧ— କାରୀ —୩. Making motionless; benumbing (Apte).