ବିଷ୍ଟି
ଦେଖଣା
ବିଷ୍ଟି
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ବିଶ ଧାତୁ=ପ୍ରବେଶ କରିବା+ଅଧିକରଣ ତି; ଅର୍ଥାତ୍ କ୍ଳେଶ ବା ଦୁଃଖ ମଧ୍ୟରେ ପ୍ରବେଶ କରିବା)
[ସମ୍ପାଦନା]- ୧. ବିନା ବେତନରେ ପରିଶ୍ରମ; ବେଠି; ବେଗାରି — ୧. Gratuitous or unpaid labour.
- ୨. ବେତନ; ମୂଲ; ମଜୁରି —୨. Wages; salary.
- ୩. ନିକ୍ଷେପକରଣ —୩. Throwing.
- ୪. ବିଞ୍ଚି— ଦେବା —୪. Strewing.
- ୫. ଯନ୍ତ୍ରଣାଦେବା —୫. Giving pain.
- ୬. ପାପର ଫଳସ୍ୱରୁପ କରକରେ
ବାସ —୬. Residence in bell to which one is condemned (Apte)
ବିଷ୍ଟିକରଣ, ବିଷ୍ଟିଯୋଗ—ଅନ୍ୟରୂପ
- ୭. (ଲକ୍ଷାଣର୍ଥ)ଅଶୁଭ ଘଟିକା —୭. (figurative) The happening of evil.
(ଉ—ବିଷ୍ଟ ହେଲା ଆଜୁ ମୋ ପୁତ୍ରଙ୍କ ଅନୁକୁଳ ଭଞ୍ଜ. ବୈଦେହିଶବିଳାସ)
- ୮. ବିଘ୍ନ; ବାଧା —୮. Obstruction; hindrance.
- ୯. (ଫଳିତ ଜ୍ୟୋତିଷ) କରଣ— ବିଶେଷ; ୧୧: ଗୋଟି କରଣ ମଧ୍ୟରୁ ସପ୍ତମ ଓ ଅଶୁଭଜନକ ଯୋଗ —୮. (astrology) One of the ୧୧ karaṇas or astrological conjunction.
(ଉ—ବିଧ୍ୱଂଶିଲା, ବାନର ଯୋଦ୍ଧାନୁକୁଳକୃତ— ବିଷ୍ଟି ହୋଇଣ ଆପଣ ଶୁଭକର୍ମ ନିଷିଦ୍ଧ; ଭିନ୍ନ ଭିନ୍ନ ତିଥିରେ ଭିନ୍ନ ଭିନ୍ନ କାଳ 'ବିଷ୍ଟି' ବୋଲି ଜ୍ୟୋତିଷରେ ଉଲ୍ଲେଖ କରାଯାଇଅଛି]
- ୧. (+ ଭାବ. ତି) ବ୍ୟାପିବା —୧୦. Pervading (Apte).
- ୧୧. ପ୍ରେରଣ —୧୧. Sending (Apte).