Jump to content

ବିଷ୍ଟିଭଦ୍ରା

ଉଇକିଅଭିଧାନ‌ରୁ

ବିଷ୍ଟିଭଦ୍ରା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବିଷ୍ଟି+ଭଦ୍ରା; ବିଷ୍ଟିଯୋଗ ବିଶିଷ୍ଟ ଭଦ୍ରା ତିଥି)

[ସମ୍ପାଦନା]

(ଜ୍ୟୋତିଷ) ଅଶୁଭ ଯୋଗଯୁକ୍ତ ତିଥିବିଶେଷ — Name of an strologically evil day.

[ଦ୍ରଷ୍ଟବ୍ୟ —କୃଷ୍ଣପକ୍ଷରେ ତୃତୀୟାର ଓ ଦଶମୀର ଶେଷାର୍ଦ୍ଧ; ଓ ସପ୍ତମୀର ଓ ଚତୁର୍ଦ୍ଦଶୀର ପୂର୍ବଦ୍ଧ; ଶୁକ୍ଳପକ୍ଷର ଚତୁର୍ଥୀର ଓ ଏକାଦଶୀର ଶେଷାର୍ଦ୍ଧ; ଅଷ୍ଟମୀର ଓ ପୂର୍ଣ୍ଣମୀର ପୂର୍ବାର୍ଦ୍ଧ ବଷ୍ଟି ଭଦ୍ରା ଅଟେ ଏଥିରେ ବିବାହ ଓ ଯାତ୍ରାଦି ଶୁଭକର୍ମ ନିଷିଦ୍ଧ]