ବିଷ୍ଠାକୀଟ
ଦେଖଣା
ବିଷ୍ଠାକୀଟ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବି—(ବିଷ୍ଠା+କୀଟ)
[ସମ୍ପାଦନା]- ୧. ବିଷ୍ଠାରେ ଜନ୍ମିବା କ୍ଷୁଦ୍ର କୃମି —୧. Maggots or worms found in ordure.
- ୨. ବିଷ୍ଠାଖାଦକ ଏକ ପ୍ରକାର ଦୃଢ଼ପତ୍ରୀ ଷଟପଦୀ କୀଟ —୨. A kind of beetle living on excrement; the tumbledung insect.
[ଦ୍ରଷ୍ଟବ୍ୟ —ଏମାନେ ବିଷ୍ଠା ମଧ୍ୟରେ ଡ଼ିମ୍ୱ ପାରି, ଡ଼ିମ୍ୱର ଚାରି— ପାଖରେ ବିଷ୍ଠାକୁ ଗୁଳା ବଳି ତାକୁ ଆଗ ଗୋଡ଼ରେ ଗଡ଼ାଇ ଗଡ଼ାଇ ନେଇ ଆପଣାର ବସାରେ ସଞ୍ଚିତ କରି ରଖନ୍ତି]
- ୩. ଗୋବର ପୋକ —୩. A kind of large
black beetle.
[ଦ୍ରଷ୍ଟବ୍ୟ —ଏମାନେ ଶୁଖିଲା ଗୋବରରେ ବାସ କରନ୍ତି ଏମାନେ ମଧ୍ୟ ଦୃଢ଼ପତ୍ରୀ ଷଟ୍ପଦୀ ପୋକ]