ବିଷ୍ଠାକ୍ରିମି
ଦେଖଣା
ବିଷ୍ଠାକ୍ରିମି
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ମ. ପ. ଲୋ; ବିଷ୍ଠା+କୃମି)
[ସମ୍ପାଦନା]- ୧. ବିଷ୍ଠାରେ ଜନ୍ମିବା କୃମି —୧. Maggots appearing in ordure.
- ୨. ପେଟ ଭିତରୁ ବାହାରିବା ବିଷ୍ଠା ସଙ୍ଗେ ମିଶ୍ରିତ କୃମି ପୋକ —୨. Worms in the intestines.
[ଦ୍ରଷ୍ଟବ୍ୟ —କ୍ଷୁଦ୍ର କୃମିକୁ କୁରୁମି ଓ ବଡ଼ କୃମିକୁ କେଞ୍ଚୁଆ ବା କାଚୁଟି ବୋଲାଯାଏ]
- ୩. (ଲକ୍ଷାଣର୍ଥ) ଅତି ହେୟ ଜୀବ —୩. (figurative) A detstable being.
[ଦ୍ରଷ୍ଟବ୍ୟ —ଲୋକେ ଅନ୍ୟ ବ୍ୟକ୍ତିକୁ ଗାଳି ଦେଲା ବେଳେ କହିଥାଆନ୍ତି;—ଆର ଜନ୍ମରେ ତୁ ବିଷ୍ଠାରେ କୃମି ହେବୁ]