Jump to content

ବିଷ୍ଠାଢ଼ାଳିବା

ଉଇକିଅଭିଧାନ‌ରୁ

ବିଷ୍ଠାଢ଼ାଳିବା

ଉଚ୍ଚାରଣ

[ସମ୍ପାଦନା]

ବିଷ୍ଠା ଅଜାଡ଼ିବା, ବିଷ୍ଠା ଦେବାଅନ୍ୟରୂପ

ଅନୁବାଦ

[ସମ୍ପାଦନା]

=== ଦେଶଜ - କ୍ରି.

(ଲକ୍ଷଣାର୍ଥ) କଳିକଜିଆରେ 'କୌଣସି ବ୍ୟକ୍ତି ମୁହଁରେ କିମ୍ୱା ତାହାର ପୂର୍ବପୁରୁଷଙ୍କ ମୁହଁରେ ବିଷ୍ଠା ପଡ଼ୁ' ଅର୍ଥାତ୍ ସେ କିମ୍ୱା ତାହାର ପୂର୍ବପୁରୁଷମାନେ ବିଷ୍ଠା ଖାଆନ୍ତୁ ବୋଲି ଗାଳି ଦେବା —(figurative) To cakll evil names to a person by saying that ordure be poured on him

or on his ancestors.

(ଯଥା—ଅମୁକ ଅମୃକର ବାପ ଅଜାଙ୍କ ମୁହଁରେ ବିଷ୍ଠା ଢାଳୁଛି)