Jump to content

ବିଷ୍ଠାମୟ

ଉଇକିଅଭିଧାନ‌ରୁ

ବିଷ୍ଠାମୟ

ଉଚ୍ଚାରଣ

[ସମ୍ପାଦନା]

(ବିଷ୍ଠାପୂର୍ଣ୍ଣ—ଅନ୍ୟରୂପ)

ସଂସ୍କୃତ - ବିଣ—(ବିଷ୍ଠା+ମୟ)

[ସମ୍ପାଦନା]
୧. ବିଷ୍ଠାରେ ପୂର୍ଣ୍ମ — ୧. Full of odure.
୨. ବିଷ୍ଠାପରି ଦୁର୍ଗନ୍ଧ ଯୁକ୍ତ — ୨. Evil smelling; having very obnoxious smell.