ବିଷ୍ଠା ଉଖୁରାଇଲେ ଗନ୍ଧାଏ
ଦେଖଣା
ବିଷ୍ଠା ଉଖୁରାଇଲେ ଗନ୍ଧାଏ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବିଷ୍ଠା ଉଖୁରାଇଲେ ଗନ୍ଧାଏ
|
ଦେଶଜ - ପ୍ରବଚନ
[ସମ୍ପାଦନା]ଗୁପ୍ତ କଥାମାନ ଆଲୋଚନା କଲେ ଆଲୋଚକର କଳଙ୍କ ମାତ୍ର ପ୍ରକଟିତ ହୁଏ ଗୃହଛିଦ୍ରମାନଙ୍କର ଅଧିକ ଆଲେଚନା ଫଳରେ ଏହା ହୁଏ ଯେ—ଆହୁରି ଗୁଡ଼ିଏ କଳଙ୍କ କଥା ପ୍ରକାଶ ପାଏ (a proverb) Washing dirty linen in public ends in scandal.