ବିଷ୍ଠା କୁଣ୍ଡ
ଦେଖଣା
ବିଷ୍ଠା କୁଣ୍ଡ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବି—(ମ. ପ. ଲୋ; ବିଷ୍ଠା+କୁଣ୍ଡ)
[ସମ୍ପାଦନା]- ୧. ବିଷ୍ଠାପୂର୍ଣ୍ଣ ପାତ୍ର —୧. A pot full of ordure.
- ୨. ନରକରେ ମହାପାପୀକୁ ଦଣ୍ଡ ପ୍ରଦାନ ପୂର୍ବକ ବୁଡ଼ାଇବା ନିମନ୍ତେ ପୁରାଣକଥିତ ବିଷ୍ଠାପୂର୍ଣ୍ଣ କୁଣ୍ଡ ନରକରେ ଅଂଶ ବିଶେଷ —୨. A part of the hell where condemned sinners are put in ordure pirs.
- ୩. (ଲକ୍ଷଣାର୍ଥ) ଅତି ଘୃଣ୍ୟ ସ୍ଥାନ — ୩. (figurative) A very hated place.
(ଯଥା—ବେଶ୍ୟାର ଗୃହ ବିଷ୍ଠା କୁଣ୍ଡ ଅଟେ
- ୪. ପାଇଖାନାରେ ରଖାଯିବା ପାତ୍ର; ଯେଉଁ ପାତ୍ର ମଧ୍ୟରେ ଉତ୍ସୃଷ୍ଟ ପତିତ ହୁଏ —୪. The pot put at the bottom of a privy as receptable for the ordure.