Jump to content

ବିଷ୍ଠା ଖାଇବା

ଉଇକିଅଭିଧାନ‌ରୁ

ବିଷ୍ଠା ଖାଇବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. (ଗାଳି) ଗୁହି ଖାଇବା; ଭୋଜନ କରିବା —୧. (a trem of abuse)To eat ordure.
୨. କୌଣସି ଘୃଣିତ କାର୍ଯ୍ୟ କରିବା ୨. To do any nasty thing.

[ଦ୍ରଷ୍ଟବ୍ୟ —ଘୃଣାର୍ଥ ସୂଚନାରେ ଓ ଗାଳିରେ 'ବିଷ୍ଠା ଖାଇବା' ଶବ୍ଦ ବ୍ୟବହୃତ ହୁଏ ଯଥ—୧ ମୁଁ ଯେବେ ପୁଣି ନିଶା ଛୁଏଁ ତେବେ ମୁଁ ବିଷ୍ଠା ଖାଏଁ ୨ ଯେ ଟଙ୍କା ମହାଜନୀକରି ଖାତକଠାରୁ ବହୁତ ସୁଧ ନିଏ, ସେ ବିଷ୍ଠା ଖାଏ ୩ ତୋ ସାତ ପୁରୁଷ ବିଷ୍ଠା ଖାଆନ୍ତି]