Jump to content

ବିଷ୍ଠା ଖିଆ

ଉଇକିଅଭିଧାନ‌ରୁ

ବିଷ୍ଠା ଖିଆ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ବିଷ୍ଠା ଖୋର, ବିଷ୍ଠା ଖୋରିଆଅନ୍ୟରୂପ

(ବିଷ୍ଠା ଖାଈ—ସ୍ତ୍ରୀ 

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ଲକ୍ଷଣାର୍ଥ)

[ସମ୍ପାଦନା]
୧. ବିଷ୍ଠା ଭୋଜନ ପରି ଘୃଣ୍ୟ କାର୍ଯ୍ୟ— କରଣ —୧. (figurative) The doing of any nasty work.
୨. (ଗାଳି) ଯେ ଘୃଣ୍ୟ କାର୍ଯ୍ୟ କରେ —୨. Doer of nasty acts.

[ଦ୍ରଷ୍ଟବ୍ୟ —ଚୋରି କରିବା, ଘୁଷ୍ ନେବା, ବହୁତ ସୁଧ ନେବା, ପରସ୍ତ୍ରୀ ହରଣ କରିବା, ମାଦକ ସେବନ କରିବା, ବ୍ୟକ୍ତିକୁ 'ବିଷ୍ଠାଖିଆ' ବୋଲି କହନ୍ତି ପୂର୍ବ କାଳରେ ଲୋକଙ୍କୁ ଦଣ୍ଡ ଦେବାପାଇଁ ତାକୁ ବିଷ୍ଠା କିମ୍ୱା ବିଷ୍ଠାଗୋଳିଆ ଜଳ ପିଆଉ ଥିଲେ ଆଜି କାଲି ମଧ୍ୟ କେତେକ ଅନ୍ଧାରୀ ମୁଲକରେ ଏପରି ଜଘନ୍ୟ ଦଣ୍ଡ ଦିଆ ଯାଉଥିବାର ଉଦାହରଣ ଆମ୍ଭମାନଙ୍କ କାନକୁ ଆସେ]