ବିଷ୍ଠା ଖୁଆଇବା
ଦେଖଣା
ବିଷ୍ଠା ଖୁଆଇବା
ଉଚ୍ଚାରଣ
[ସମ୍ପାଦନା](ବିଷ୍ଠା ଖୋଇବା—ଅନ୍ୟରୂପ)
ଅନୁବାଦ
[ସମ୍ପାଦନା]ବିଷ୍ଠା ଖୁଆଇବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]ଦଣ୍ଡ ବା ଅପମାନ ଦେବାପାଇଂ କୌଣସି ବ୍ୟକ୍ତିର ପାଟିରେ ବିଷ୍ଠା ପୂରାଇବା —To put ordure in the mouth of a person to punish or insult him.
[ଦ୍ରଷ୍ଟବ୍ୟ —ବିଷ ଖାଇଥିବା ବ୍ୟକ୍ତିକୁ ବମନ କରାଇ ତା ପେଟରୁ ବିଷ ବାହାର କରିବା ପାଇଁ ତାକୁ ମାର୍ଜ୍ଜାରବିଷ୍ଠା ଗୋଳାହୋଇଥିବା ପାଣି ପିଆଇ ଦିଅନ୍ତି ଓ ସେହି ଦୁର୍ଗନ୍ଧର ପ୍ରତିକ୍ରିୟା ସ୍ୱରୁପ ତା ପେଟ ମଧ୍ୟରେ ଥିବା ଖାଦ୍ୟାତି ଓ ତହିଁ ସଙ୍ଗେ ସଙ୍ଗେ ଉଦରସ୍ଥ ବିଷମଧ୍ୟ ବାହାରିପଡ଼େ]