Jump to content

ବିଷ୍ଣୁକନ୍ଦ

ଉଇକିଅଭିଧାନ‌ରୁ

ବିଷ୍ଣୁକନ୍ଦ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

କୋଙ୍କଣ ପ୍ରଦେଶ ଜାତ ଔଷଧ ମୂଳବିଶେଷ — Name of a medicinal bulbous root.

[ ଦ୍ର—ଏହାର ଅନ୍ୟ ସଂସ୍କୃତ - ନାମ ବିଷ୍ଣୁଗୁପ୍ତ, ସୁପୁଷ୍ଟ ବହୁସଂପୁଟ ଦୀର୍ଘପତ୍ର, ହରିପ୍ରିୟ, ଜଳବାସା, ବୃହତ୍କନ୍ଦ ଏହା ମଧୁର, ଶୀତଳ, ରୁଚିକର, ତୃପ୍ତିକର ଏବଂ ଦାହ, ପିତ୍ତ ଓ ଶୋଥ ଦୂର କରେତ—ହିନ୍ଦୀ - ଶ.]