Jump to content

ବିଷ୍ଣୁକ୍ରାନ୍ତା

ଉଇକିଅଭିଧାନ‌ରୁ

ବିଷ୍ଣୁକ୍ରାନ୍ତା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବିଷ୍ଣୁ+କ୍ରାନ୍ତ=ଅତିକ୍ରାନ୍ତ+ସ୍ତ୍ରୀ. ଆ)

[ସମ୍ପାଦନା]
୧. ଅପରାଜିତା ଫୁଲ (ଧଳା ଓ ନେଳି ଦୁଇ ପ୍ରକାର) —୧. The clitoris flower and creeper (of blue and white varieties); Clitoria Ternatia.
୨. ନେଳି ଫୁଲ ଯୁକ୍ତ ବନବନାଗୁଳ୍ମ — ୨. The blue-flowered variety of Banabanā
୩. ବାରାହୀ କନ୍ଦ (ହିନ୍ଦୀ - ଶ) ଭୂଇଁ କଖାରୁ —୩. A kind of yam.
୪. ନେଳି ଅପରାଜିତା —୪. The blue variety of clitoris flower.

[ ଦ୍ର—ଏହା କଟୁତିକ୍ତ ରସ, ମେଧ ବର୍ଦ୍ଧକ, କଫବାତନାଶକ, ମଙ୍ଗଳ ପ୍ରଦ, ଏବଂ କୃମି, ବ୍ରଣ ଓ ବିଷ ଦୋଷ ନାଶକ—ଦ୍ରବ୍ୟଗୁଣ ଶିକ୍ଷା ]

୫. (ତନ୍ତ୍ରୋକ୍ତ) ପୃଥିବୀର ଦେଶ ବିଦେଶ — ୫. Name of a part of the earth described in the Tantras.

[ ଦ୍ର—ତନ୍ତ୍ର ମତରେ ପୃଥିବୀ ୩ ଭାଗରେ ବିଭକ୍ତି ଅଶ୍ୱକ୍ରାନ୍ତା, ରଥକ୍ରାନ୍ତା ଓ ବିଷ୍ଣୁ—କ୍ରାନ୍ତା ]