ବିଷ୍ଣୁଦୈବତ
ଦେଖଣା
ବିଷ୍ଣୁଦୈବତ
ଉଚ୍ଚାରଣ
[ସମ୍ପାଦନା](ବିଷ୍ଣୁଦୈବତା—ସ୍ତ୍ରୀ)
ସଂସ୍କୃତ - ବିଣ—(ବହୁବ୍ରୀହି; ବିଷ୍ଣୁ+ଦୈବତ=ଅଧିଷ୍ଠାତୃ—ଦେବତା)
[ସମ୍ପାଦନା]- ୧. ବିଷ୍ଣୁଦେବତାଙ୍କଦ୍ୱାରା ଅଧିଷ୍ଠିତ — ୧. Presided over by Bishṇu.
- ୨. ବିଷ୍ଣୁ ଯାହାର ଇଷ୍ଟଦେବ; ବୈଷ୍ଣବ — ୨. (a person) Whose tutelary Deity is Bishṇu; devoted to Bishṇu.
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ଶ୍ରବଣା ନକ୍ଷତ୍ର —୧. The ୨୨nd lunar mansion.
- ୨. ବୈଷ୍ଣବ; ବିଷ୍ଣୁଉପାସକ —୨. A devotee or worshipper of Bishṇu.