Jump to content

ବିଷ୍ଣୁପଦା

ଉଇକିଅଭିଧାନ‌ରୁ

ବିଷ୍ଣୁପଦା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ—(ବିଷ୍ଣ ପଦ+ସ୍ତ୍ରୀ. ଆ; ବିଷ୍ଣଙ୍କପଦରୁ ନିର୍ଗତ ହୋଇଥିବାରୁ, ଏପରି ନାମ ହୋଇଅଛି)

[ସମ୍ପାଦନା]
୧. ଗଙ୍ଗା ନଦୀ —୧. The Ganges.
୨. ବିଷ୍ଣୁପଦୀ ସଂକ୍ରାନ୍ତି —୨. Name of ୪ particular Saṁkrāntis of the solar year.

[ ଦ୍ର—ସୌର ଭାଦ୍ର (ସିଂହ) ସଂକ୍ରାନ୍ତି; ସୌର ଜ୍ୟୈଷ୍ଠ (ବୃଷ) ସଂକ୍ରାନ୍ତି; ସୌର ମାର୍ଗଶିର (ବୃଶ୍ଚିକ) ସଂକ୍ରାନ୍ତି ଓ ସୌର ଫାଲ୍ଗୁନ (କୁମ୍ଭ) ସଂକ୍ରାନ୍ତିକୁ ବିଷ୍ଣୁପଦୀ ସଂକ୍ରାନ୍ତି ବୋଲାଯାଏ]

୩. ବିଷୁବରେଖା ସହିତ ସୂର୍ଯ୍ୟମଣ୍ଡଳର ସଂଯୋଗ ସ୍ଥଳ —୩. The vernal point.

ଦେଶଜ - ବିଶେଷ୍ୟ - ସ୍ତ୍ରୀ

[ସମ୍ପାଦନା]

ସ୍ତ୍ରୀଲୋକଙ୍କୁ ଦିଆଯିବା ନାମ —A name given to females.