Jump to content

ବିଷ୍ଣୁପଦୀ

ଉଇକିଅଭିଧାନ‌ରୁ

ବିଷ୍ଣୁପଦୀ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ—(ବିଷ୍ଣୁପଦ+ସ୍ତ୍ରୀ. ଈ)

[ସମ୍ପାଦନା]
୧. ଜ୍ୟୈଷ୍ଠ (ବୃଷ), ଭାଦ୍ର (ସିଂହ), ମାର୍ଗଶିର (ବିଛା) ଓ ଫାଲ୍ଗୁନ (କୁମ୍ଭ) ମାସର ରବି ସଂକ୍ରମଣ ଦିବସ —୧. Name of ୪ particular Saṁkrānti days of the solar year.

[ ଦ୍ର—ଜ୍ୟୈଷ୍ଠମାସରେ ରବି ମେଷ ରାଶିରୁ ବୃଷ ରାଶିକୁ; ଭାଦ୍ରରେ କକଡ଼ାରୁ ସିଂହକୁ, ମାର୍ଗଶିରରେ ତୁଳରୁ ବିଛାକୁ ଓ ଫାଲ୍ଗୁନରେ ମକରରୁ କୁମ୍ଭକୁ ସଂକ୍ରମଣ କରନ୍ତି ଏହି ୪ଟି ସଂକ୍ରାନ୍ତିକୁ ବିଷ୍ଣୁପଦୀ ସଂକ୍ରାନ୍ତି ବୋଲାଯାଏ ]

୨. ଗଙ୍ଗାନଦୀ —୨. The Ganges.

[ ଉ—ଭବେ ଏହାଙ୍କର ନାମ ମହାନଦୀ ଉତ୍କଳଭୂବନେ ଏହି ବିଷ୍ଣୁପଦୀ—ରାଧାନାଥ. ନନ୍ଦିକେଶଲୀ ]

୩. ବିଷୁବରେଖା ସଙ୍ଗେ ଅୟନମଣ୍ଡଳର ସଂଯୋଗସ୍ଥଳ —୩. The vernal point.