Jump to content

ବିଷ୍ଣୁପୁରାଣ

ଉଇକିଅଭିଧାନ‌ରୁ

ବିଷ୍ଣୁପୁରାଣ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ମ. ପ. ଲୋ; ବିଷ୍ଣୁ+ପୁରାଣ)

[ସମ୍ପାଦନା]

ଅଷ୍ଟାଦଶ ପୁରାଣମଧ୍ୟରୁ ଏକତମ; ବିଷ୍ଣୁଙ୍କ ମାହାତ୍ମ୍ୟ ବର୍ଣ୍ଣନା— ତ୍ମକ ପୁରାଣବିଶେଷ (ପୁରାଣ ତଳେ ନୋଟ୍ ଦେଖ) — Name of one of the ୧୮ chief mythological treatises of the Hindus (see notes under Purāṇa).