ବିଷ୍ଣୁଲୋକ
ଗୋଲୋକ; ବୈକୁଣ୍ଠ —The abode of Bishṇu.
[ ଦ୍ର—ବୈଷ୍ଣବ ଓ ପୁଣ୍ୟକର୍ମା ଭକ୍ତମାନେ ଦେହାନ୍ତେ ଏହି ଲୋକରେ ଚିରକାଳ ପାଇଁ ସ୍ଥାନ ପାଆନ୍ତି ]