ବିଷ୍ଣୁଶର୍ମା
ଦେଖଣା
ବିଷ୍ଣୁଶର୍ମା
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ନାମ)
[ସମ୍ପାଦନା]ସଂସ୍କୃତି ପଞ୍ଚତନ୍ତ୍ର ଓ ହିତୋପଦେଶ ନାମକ ନୀତି ଉପଦେଶପୂର୍ଣ୍ଣ ଗ୍ରନ୍ଥଦ୍ୱୟର ରଚୟିତା ପଣ୍ଡିତ — Name of the author of the Sanscrit moral tales, Pan̄chatantra and Hitopadeṡa
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଉତ୍କଳସାହିତ୍ୟ ପତ୍ରିକାରେ ସମ୍ମାର୍ଜନୀ ଶୀର୍ଷକ ଧାରା— ବାହିକ ପ୍ରବନ୍ଧମାନଙ୍କର ଲେଖକ ପଣ୍ଡିତ ଶ୍ରୀ କୁଳମଣି ଦାଶଙ୍କ ଗୃହୀତ ଡାକନାମ —The pseudonym assumed by Pandit kuḻamaṇo Dāṡa in a aeries of articles named Sammārjanī in the oriya Utkal Sahitya magazine.