Jump to content

ବିଷ୍ଣୁ କ୍ଷେତ୍ର

ଉଇକିଅଭିଧାନ‌ରୁ

ବିଷ୍ଣୁ କ୍ଷେତ୍ର

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍)

[ସମ୍ପାଦନା]

ଯେଉଁ କ୍ଷେତ୍ରର ବା ତୀର୍ଥ ସ୍ଥାନର ବିଷ୍ଣୁ ରକ୍ଷକ ଅଟନ୍ତି —A sacred place of which the tutelary Deity is Bishṇu.

[ ଦ୍ର—ଭୂବନେଶ୍ୱରର ପ୍ରସିଦ୍ଧ ଦେବତା ଶିବ ଅଟନ୍ତି; ତଥାପି ଏହା ବିଷ୍ଣୁ କ୍ଷେତ୍ର ଅଟେ ଓ ବାସୁଦେବ ଏ କ୍ଷେତ୍ରର ରକ୍ଷକ ସେହିପରି ପୁରୁଷୋତ୍ତମରେ ବିଷ୍ଣୁ ପ୍ରସିଦ୍ଧ ଦେବତା ଥିଲେହେଁ ଏହା ଶିବକ୍ଷେତ୍ର ଅଟେ ଓ ଏଥିରେ ରକ୍ଷିକ ଲୋନନାଥ ]