Jump to content

ବିଷ୍ଣୁ ଗୁପ୍ତ

ଉଇକିଅଭିଧାନ‌ରୁ

ବିଷ୍ଣୁ ଗୁପ୍ତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ - (ନାମ) (୩ୟା ତତ୍; ବିଷ୍ଣୁ+ଗୁପ୍ତ; ବିଷ୍ଣୁଙ୍କଦ୍ୱାରା ଗୁପ୍ତ=ରକ୍ଷିତ; ବିଷ୍ଣୁଭକ୍ତି)

[ସମ୍ପାଦନା]
୧. ନନ୍ଦ ବଂଶୀୟ ରାଜା ଚନ୍ଦ୍ରଗୁପ୍ତଙ୍କର ସଭାପଣ୍ଡିତ ଚାଣକ୍ୟ — ୧. A name of Chāṇakya.

[ ଦ—ଏ ନୀତିଶାସ୍ତ୍ର, ନୀତିକଥା, ହିତୋପଦେଶ ଓ ନୀତିଶ୍ଳୋକ ଆଦିର ରଚିୟିତା ଏହାଙ୍କର ଆଉ ଗୋଟିଏ ନାମ କୌଟିଲ୍ୟ ]

୨. କୌଣ୍ଡିଲ୍ୟ ମୁନି —୨. Sage K&aline;&uline;ṇḍilya.
୩. ବିଷ୍ଣୁକନ୍ଦ (ଦେଖ) - —୩. Bishṇukanda (See)
୪. ବଡ଼ ମୂଳା (ହିନ୍ଦୀ - ଶ) —୪. A big variety of radish.

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ପୁରୁଷଙ୍କ ଦିଆଯିବା ନାମ —A name given to males.