Jump to content

ବିଷ୍ଣୁ ପଞ୍ଜର

ଉଇକିଅଭିଧାନ‌ରୁ

ବିଷ୍ଣୁ ପଞ୍ଜର

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବି—(୬ଷ୍ଠୀ ତତ୍; ବିଷ୍ଣୁ+ପଞ୍ଜର=ଅସ୍ଥିମାତ୍ରାକୃତି ଶରୀର)

[ସମ୍ପାଦନା]
୧. ପୁରୀରେ ବିରାଜୀତ ଦାରୁମୟ ବିଷ୍ଣୁ— ବିଗ୍ରହଙ୍କର କଳେବର —୧. The wooden image of Bishṇu worshipped as J̄agannātha at puri.

[ ଦ୍ର—ଏହି ବିଗ୍ରହ ୧୨: ବର୍ଷରେ ଥରେ ବଦଳାଯାଇ କୋଇଲି ବୈକୁଣ୍ଠରେ ଥିବା କୂଅରେ ନିକ୍ଷିପ୍ତ ହୁଅନ୍ତି ]

୨. ମନୁଷ୍ୟର କଙ୍କାଳ —୨. Human skeleton.