Jump to content

ବିଷ୍ଣୁ ପରାୟଣ

ଉଇକିଅଭିଧାନ‌ରୁ

ବିଷ୍ଣୁ ପରାୟଣ

ଉଚ୍ଚାରଣ

[ସମ୍ପାଦନା]

(ବିଷ୍ଣ ପରାୟଣତା—ବି)

(ବିଷ୍ଣୁ ପରାୟଣା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ବହୁବ୍ରୀହି; ବିଷ୍ଣୁ+ପର+ଅୟନ)

[ସମ୍ପାଦନା]

ହରିଭକ୍ତିପରାୟଣ; ବିଷ୍ଣୁଙ୍କ ପ୍ରତି ଭକ୍ତି—ଯୁକ୍ତ — Devoted to Lord Bishṇu.