Jump to content

ବିଷ୍ଣୁ ପ୍ରିୟା

ଉଇକିଅଭିଧାନ‌ରୁ

ବିଷ୍ଣୁ ପ୍ରିୟା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ (୬ଷ୍ଠୀ ତତ୍; ବିଷ୍ଣୁ+ପ୍ରିୟା=ଭାର୍ଯ୍ୟା)

[ସମ୍ପାଦନା]
୧. ଲକ୍ଷ୍ମୀ —୧. Lakshmī
୨. ତୁଳସୀ ଗୁଳ୍ମ (ହିନ୍ଦୀ - ଶ.) —୨. The holy Basil plant.

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ସ୍ତ୍ରୀମାନଙ୍କୁ ଦିଆଯିବା ନାମ —୧. A name given to females.
୨. ଶ୍ରୀ ଚୈତନ୍ୟଦେବଙ୍କର ଦ୍ୱିତୀୟା ସ୍ତ୍ରୀଙ୍କ ନାମ —୨. Name of the second wife of Ch&aline;i̱tanya Deba.

[ ଦ୍ର—ଚୈତନ୍ୟଙ୍କ ପ୍ରଥମ ସ୍ତ୍ରୀଙ୍କ ନାମ ଲକ୍ଷ୍ମୀପ୍ରିୟା; ସେ ମୃତା ହେବାରୁ ଚୈତନ୍ୟ ବିଷ୍ଣୁ ପ୍ରିୟାଙ୍କୁ ବିବାହ କରିଥିଲେ ଏ ପଣ୍ଡିତ ସନାତନ ମିଶ୍ରଙ୍କ କନ୍ୟା ଥିଲେ ]