ବିଷ୍ଣୁ ପ୍ରୟାଗ
ଦେଖଣା
ବିଷ୍ଣୁ ପ୍ରୟାଗ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ତୀର୍ଥବିଶେଷ —Name of a place of Hindu pilgrimage.
[ ଦ୍ର—ହିମା— ଳୟର ବଦରୀନାଥଙ୍କ ନିକଟରେ ଥିବା ଯୋଶି ମଠଠାରୁ ଏହା ଦୁଇ ମାଇଲି ଦୂରବର୍ତ୍ତୀ; ଏହା ମାନସରୋବର ନିକଟରୁ ପ୍ରାବାହିତା ବିଷ୍ଣୁଗଙ୍ଗା ବା ଧବଳୀ ଗଙ୍ଗା ସହିତ ଅଳକାନନ୍ଦାର ସଙ୍ଗମ ସ୍ଥଳ ଏହା ଗୋଟିଏ ହିନ୍ଦୁ
ତୀର୍ଥସ୍ଥାନ ଏଠାରେ ସ୍ନାନ ତର୍ପଣ କରି ଯାତ୍ରୀମାନେ କୃତାର୍ଥ ହୁଅନ୍ତି—ମଦନମୋହନ. ତୀର୍ଥଦଶନ ]