Jump to content

ବିଷ୍ଣୁ ବଲ୍ଲଭା

ଉଇକିଅଭିଧାନ‌ରୁ

ବିଷ୍ଣୁ ବଲ୍ଲଭା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ (୬ଷ୍ଠୀ ତତ୍; ବିଷ୍ଣୁ+ବଲ୍ଲଭା)

[ସମ୍ପାଦନା]
୧. ଲକ୍ଷ୍ମୀ — ୧. Lakshmī.
୨. ତୁଳସୀ ଗୁଳ୍ମ — ୨. The holy Basil plant.
୩. ଅଗ୍ନିଶିଖା ବୃକ୍ଷ; ବିଷଲାଙ୍ଗୁଳିଆ ଗଛ —୩. wolfsbane (plant).