Jump to content

ବିଷ୍ଣୁ ରାତ

ଉଇକିଅଭିଧାନ‌ରୁ

ବିଷ୍ଣୁ ରାତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୩ୟାତତ୍; ବିଷ୍ଣ+ରା ଧାତୁ=ଦାନ କରିବା+କର୍ମ.ତ)

[ସମ୍ପାଦନା]

ଚନ୍ଦ୍ରବଂଶୀୟ ରାଜା ଅଭିମନ୍ୟୁଙ୍କ ପୁତ୍ର ପରୀକ୍ଷିତ; ଜନମେଜୟଙ୍କ ପିତା —Rājā Parīkshita.

(ଦ୍ର—କଥିତ ଅଛି ଯେ ଏ ମାତୃଗର୍ଭରେ ଥିବା ଅବସ୍ଥାରେ ଅଶ୍ୱତ୍ଥାମା ବାଣ ପ୍ରୟୋଗ କରି ଏହାଙ୍କୁ ମାରି ପକାଇଥିଲେ, କିନ୍ତୁ ବିଷ୍ଣୁ ଏହାକୁ ବଞ୍ଚାଇ ଦେଲେ ଏଥିପାଇ ତାଙ୍କର ଏହି ନାମ)

ସଂସ୍କୃତ - ବଣ.ପୁଲିଙ୍ଗ -

[ସମ୍ପାଦନା]

ବିଷ୍ଣୁଙ୍କ ଅନୁଗ୍ରହ ପ୍ରଦତ୍ତ — Given as a favour by Bishṇu.

(ଉ—ଯେ ବିଷ୍ଣ ରାତ ପରୀକ୍ଷିତ ତାଙ୍କୁ ସଂହାରୁ କଲ ମୁକ୍ତ—ଜଗନ୍ନାଥ. ଭାଗବତ)