ବିଷ୍ଣୁ ସହସ୍ରନାମ
ଦେଖଣା
ବିଷ୍ଣୁ ସହସ୍ରନାମ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ମହାଭାରତ ଆନୁଶାସନିକ ପର୍ବରେ ଥିବା ଭୀଷ୍ମ ଯୁଧିଷ୍ଠିର ସମ୍ୱାଦରେ ବିଷ୍ଣୁଙ୍କର ଏକସହସ୍ରନାମ ଉଲ୍ଲେଖ ହୋଇଥିବା ସ୍ରୋତ୍ର —A hymn (found in the Mahābhārata) containing one thousand names of Bishṇu.
[ ଦ—ଏହି ସ୍ତୋତ୍ର ପାଠକଲେ ସର୍ବପ୍ରକାର ଅମଙ୍ଗଳ ଦୂରହୁଏ ଏହା ୧୪୫: ଶ୍ଳୋକରେ ପୂର୍ଣ୍ଣ ଉକ୍ତ ସହସ୍ର ନାମରେ ଲେଖାଅଛି ଯେ—ଯେଉଁ ଭକ୍ତ ସମୂଦାୟ ସ୍ତୋତ୍ରଟି ପଠ କରିବାକୁ ଅକ୍ଷମ ହେବେ, ସେ ଗୋଟିଏ ମାତ୍ର ଶ୍ଳୋକ ବୋଲି ଦେଲେ ସହସ୍ରନାମ ସ୍ତୋତ୍ର ପାଠର ଫଳ ପାଇବେ ସେ ଶ୍ଳୋକଟି ଏହି ===
"ନମୋ ବ୍ରହ୍ମଣ୍ୟଦେବାୟ ଗୋବ୍ରାହ୍ମଣହିତାୟ ଚ, ଜଗଦ୍ଧିତାୟ କୃଷ୍ଣାୟ ଗୋବିନ୍ଦାୟ ନମୋନମଃ]