ବିଷ୍ଣ ଅରି
ବିଷ୍ଣୁଙ୍କର ଚକ୍ର; ସୁଦର୍ଶନ ଚକ୍ର —The discus; the weapon of Bishṇu.
[ଉ—ବିଷ୍ଣୁଅରି ପ୍ରଜ୍ଜ୍ୱଳେ, ଅର୍ଦ୍ଧଚନ୍ଦ୍ରର ଛଳେ, ଗୁପ୍ତ ହେଜି ପ୍ରୟୋଗ କଲେ ସେ ଭଞ୍ଜ. ବୈଦେହୀଶବିଳାସ ]