Jump to content

ବିଷ୍ଫାର

ଉଇକିଅଭିଧାନ‌ରୁ

ବିଷ୍ଫାର

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବି—(ବି+ସ୍ଫାର ଧାତୁ+ ଭାବ ଅ)

[ସମ୍ପାଦନା]
୧. ଧନୁର ଟଙ୍କାର (ହିନ୍ଦୀ - ଶ) —୧. The twanging of a bow.
୨. କମ୍ପନ — ୨. Vibration (Apte).



ବିଷ୍ଫାର

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବି+ସ୍ଫୁର ଧାତୁ=ପ୍ରକାଶିତ ହେବା; ଚଞ୍ଚଳ ହେବା+ଭାବ. ଅ, ବା ବି+ସ୍ଫାର ଧାତୁ= ବୃଦ୍ଧି ପାଇବା+ଭାବ. ଇ; ନିପାତନ)

[ସମ୍ପାଦନା]
୧. କମ୍ପ; ସ୍ପନ୍ଦନ — ୧. Quivering; oscillation.
୨. ଧନୁର ଟଙ୍କାର ଧ୍ୱନି — ୨. The twanging sound of a bow.
୩. ବିସ୍ତାର — ୩. Extension.
୪. ସ୍ଫୁର୍ତ୍ତି — ୪. Stimulation; shining.
୫. (+କର୍ତ୍ତୃ. ଅ) ଧନୁର୍ଗୁଣ —୫. Bowstring.
୬. ବୃତ୍ତଖଣ୍ଡର ଜ୍ୟା — ୬. The chord of an arc.