Jump to content

ବିଷ୍ଫାରିତ

ଉଇକିଅଭିଧାନ‌ରୁ

ବିଷ୍ଫାରିତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ବି+ସ୍ଫାରି ଧାତୁ=ଚଞ୍ଚଳ ହେବା ଇତ୍ୟାଦି +କର୍ମ. ତ)

[ସମ୍ପାଦନା]
୧. କମ୍ପିତ — ୧. Trembling.
୨. ସ୍ଫୁର୍ତ୍ତିଯୁକ୍ତ — ୨. Stimulated.
୩. ବିସ୍ତାରିତ — ୩. Spread; expanded.
୪. ପ୍ରକାଶିତ — ୪. Revealed; manifested.
୫. ଟଙ୍କାରିତ — ୫. Twanged.
୬. ଧ୍ୱନିତ — ୬. Sounded; resounding.