ବିଷ୍ଫୁରିତ
ଦେଖଣା
ବିଷ୍ଫୁରିତ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷଣ - (ବି+ସ୍ଫୁର ଧାତୁ=ଚଞ୍ଚଳ ହେବା ଇତ୍ୟାଦି+ କର୍ତ୍ତୃ. ତ)
[ସମ୍ପାଦନା]- ୧. କମ୍ପିତ — ୧. Trembling.
- ୨. ସ୍ଫୁର୍ତ୍ତିଯୁକ୍ତ — ୨. Stimulated.
- ୩. ଧ୍ୱନିତ — ୩. Resounding.
- ୪. ସ୍ଫୀତ — ୪. Swollen; elated.
- ୫. ବିସ୍ତାରିତ — ୫. Spread; widened.
ସଂସ୍କୃତ - ବିଶେଷ୍ୟ - (ବି+ସ୍ଫର ଧାତୁ+ଭାବ. ତ)
[ସମ୍ପାଦନା]- ୧. ସ୍ଫୁରଣ — ୧. Titilation; stimulation.
- ୨. (+କରଣ ତ) ଧ୍ୱନି — ୨. Sound.