Jump to content

ବିଷ୍ୟ

ଉଇକିଅଭିଧାନ‌ରୁ

ବିଷ୍ୟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଣ—(ବିଷ+ଯ)

[ସମ୍ପାଦନା]
୧. ବିଷଦ୍ୱାରା ବଧ୍ୟ —୧. Deserving to be killed by the administration of poison.
୨. ବିଷ ପ୍ରୟୋର୍ଗାହ — ୨. (a case) Fit for the application of poison.
୩. ବିଷମୟ; ବିଷାକ୍ତ —୩. Poisonous.