Jump to content

ବିଷ୍ୱକସେନ

ଉଇକିଅଭିଧାନ‌ରୁ

ବିଷ୍ୱକସେନ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ବିଷ୍ଣ — ୧. Bishṇu.
୨. ତ୍ରୟୋଦଶ ବା ଚତୁର୍ଦ୍ଦଶ ମନୁଙ୍କ ନାମ (ହିନ୍ଦୀ - ଶ) — ୨. The descendant of Manu in the ୧୩th or ୧୪th generation.
୩. ଶିବ (ହିନ୍ଦୀ - ଶ) — Ṡiba.
୪. ଏକ ପ୍ରାଚୀନ ଋଷି (ହିନ୍ଦୀ - ଶ) — ୪. Name of an ancient sage.