ବିଷ୍ୱଣ
ଦେଖଣା
ବିଷ୍ୱଣ
ଉଚ୍ଚାରଣ
[ସମ୍ପାଦନା](ବିଷଣନ—ଅନ୍ୟରୂପ)
ସଂସ୍କୃତ - ବି—(ବି+ସ୍ୱନ ଧାତୁ=ଶବ୍ଦ କରିବା+ଭାବ ଅ)
[ସମ୍ପାଦନା]- ୧. ଭୋଜନ — ୧. Eating (Apte).
- ୨. ଷୋଡକାଇ ଖାଇବା; ହାପୁରା; ତୋଡପା; ସଶବ୍ଦ ଭୋଜନ — ୨. The act of eating by making a sound.
- ୩. (+କର୍ତ୍ତୁ. ଅ) ଦାକ୍ଷିଣାତ୍ୟର ଧର୍ମ ସଂପ୍ରଦାୟ ବିଶେଷ (ପ୍ରକୃତିବାଦ) — ୩. Name of a religious sect of southern India.