ବିଷୟାକାଙ୍କ୍ଷା
ଦେଖଣା
ବିଷୟାକାଙ୍କ୍ଷା
ଉଚ୍ଚାରଣ
[ସମ୍ପାଦନା](ବିଷୟାଭିଳାଷ—ଅନ୍ୟରୂପ)
ବିଷୟାକାତ୍କ୍ଷୀ, ବିଷୟାଭିଳାଷୀପୁଂ, ବିଷୟାକାଙ୍କ୍ଷିଣୀ, ବିଷୟାଭିଳାଷିନୀ'ସ୍ତ୍ରୀ'ବିଣ
=== ସଂସ୍କୃତ - ବିଶେଷ୍ୟ - (୬ଷଷ୍ଠୀ ତତ୍; ବିଷୟ+ଆକାତ୍କ୍ଷା)
- ୧. ସାଂସାରିକ ବିଷୟ ଭୋଗ କରିବାର ଇଚ୍ଛା —୧. Hankering after worldly matters or enjoyment.
- ୨. ସମ୍ପତ୍ତି ବା ଧନାକାଙ୍କ୍ଷା —Hankering after riches or property.