Jump to content

ବିଷୟାର୍ଥୀ

ଉଇକିଅଭିଧାନ‌ରୁ

ବିଷୟାର୍ଥୀ

ଉଚ୍ଚାରଣ

[ସମ୍ପାଦନା]
(ବିଷୟାର୍ଥିନୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁ. (ବିଷୟ+ଅର୍ଥ ଧାତୁ+କର୍ତ୍ତୃ. ଇନ)

[ସମ୍ପାଦନା]

ବିଷୟାଭିଳାଷୀ; ଧନଭିଳାଷୀ —Bent on worldly affairs or riches.

(ଉ— ଦ୍ୱିତୀୟପ୍ରହର ସ୍ନାନ ବିଷୟାର୍ଥୀ ଜାଣ ତୃତୀୟ ପ୍ରହର ସ୍ନାନ କାହିଁରେ ନ ଗଣ—ପ୍ରାଚୀ. ଶ୍ରୀଗୁରୁଭକ୍ତି ଗୀତା)