Jump to content

ବିଷୟ କର୍ମ

ଉଇକିଅଭିଧାନ‌ରୁ

ବିଷୟ କର୍ମ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ବିଷୟ କାର୍ଯ୍ୟ; ବିଷୟଧନ୍ଦା—ଅନ୍ୟରୂପ)

ଦେଶଜ - ବିଶେଷ୍ୟ - (ସହଚର ଶବ୍ଦ; ସଂସ୍କୃତ - ବିଷୟ+କର୍ମନ୍)

[ସମ୍ପାଦନା]
୧. ସାଂସାରିକ କାର୍ଯ୍ୟ —୧. Worldy affair; worldly conceran.
୨. ସାଂସାରିକ ଅବଲମ୍ୱନ —୨. Worldly pursuit or business.
୩. ଜୀବିକା; ବୃତ୍ତି; ପେଶା — ୩. Livelihood; profession.
୪. ଚାକିରି — ୪. Service.