Jump to content

ବିଷୟ ତୃଷ୍ଣା

ଉଇକିଅଭିଧାନ‌ରୁ

ବିଷୟ ତୃଷ୍ଣା

ଉଚ୍ଚାରଣ

[ସମ୍ପାଦନା]

ବିଷୟ ପିପାସା, ବିଷୟ ବାସନା, ବିଷୟ ଲୋଭ, ବିଷୟ ବାଞ୍ଛା, ବିଷୟ ସ୍ପୃହାଅନ୍ୟରୂପ

(ବିଷୟ ବିତୁଷ୍ଣା—ବୀପରୀତ)

ସଂସ୍କୃତ - ବିଶେଷ୍ୟ - (୬ଷଷ୍ଠୀ ତତ୍; ବିଷୟ+ତୃଷ୍ଣା)

[ସମ୍ପାଦନା]
୧. ସାଂସାରିକ ସୁଖଭୋଗରେ ଅଭିଳାଷ —୧. Hankering after worldy happiness or material prosperity.
୨. ଧନଲୋଭ — ୨. Avarice; greed of money.