Jump to content

ବିଷୟ ପତି

ଉଇକିଅଭିଧାନ‌ରୁ

ବିଷୟ ପତି

ଉଚ୍ଚାରଣ

[ସମ୍ପାଦନା]

ବିଷୟାଧିପ, ବିଷୟାଧିପତିଅନ୍ୟରୂପ

ସଂସ୍କୃତ - ବିଶେଷ୍ୟ - (୬ଷଷ୍ଠୀତତ୍; ବିଷୟ+ପତି)

[ସମ୍ପାଦନା]
୧. ଗ୍ରାମପୁଞ୍ଜର ବା ପ୍ରଗନ୍ନାର ବା କ୍ଷୁଦ୍ରଦେଶର ଶାସକ ବା ଅଧିପତି (ହିନ୍ଦୀ - ଶ.) —୧. Zamindar or ruler of a group of villages, of pergunna or small province.
୨. ବିଷୟୀ (ଦେଖ) - —୨. Bishayī (See)

[ଦ୍ରଷ୍ଟବ୍ୟ —ଏହି ଶବ୍ଦରୁ ଓଡ଼ିଆ ବିଷୋ(ଷୋଇ ଶବ୍ଦର ଉତ୍ଭବ ହେଇଥିବାର ଅନୁମତି ହୁଏ]