Jump to content

ବିଷୟ ବିରକ୍ତି

ଉଇକିଅଭିଧାନ‌ରୁ

ବିଷୟ ବିରକ୍ତି

ଉଚ୍ଚାରଣ

[ସମ୍ପାଦନା]

(ବିଷୟ ବିରାଗ, ବିଷୟ ବୈରାଗ୍ୟ, ବିଷୟବିତୃଷ୍ଣା—ଅନ୍ୟରୂପ)

ବିଷୟବିରକ୍ତ, ବିଷୟ ବିରୋଗୀ, ବିଷୟବିତୃଷ୍ଣ—ପୁୟ ବିଣ)

ସଂସ୍କୃତ - ବିଶେଷ୍ୟ - (୭ମୀ ତତ୍; ବିଷୟ+ବିରକ୍ତି)

[ସମ୍ପାଦନା]

ସଂସାର ପ୍ରତି ଅନାସକ୍ତ —Indifference to worldly concerns.