ବିଷ ଆଙ୍ଗୁଠି
ଦେଖଣା
ବିଷ ଆଙ୍ଗୁଠି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବିଷ ଆଙ୍ଗୁଠି
|
ଦେଶଜ - ବିଶେଷ୍ୟ - (ସଂସ୍କୃତ - ବିଷ+ଅଙ୍ଗୁଷ୍ଠ)
[ସମ୍ପାଦନା]ତର୍ଜନୀ —The index finger.
[ଦ୍ରଷ୍ଟବ୍ୟ —ଏହି ଆଙ୍ଗୁଠିରେ ଔଷଧ ଇତ୍ୟାଦି ଗୋଳାଇଲେ ତାହା ବିଷାକ୍ତ ହୁଏ ବୋଲି ଲୋକେ ବିଶ୍ୱାସ]